ଓଡିଶା

odisha

ETV Bharat / state

ଅଧରପଣା ନୀତି: ଦେଖନ୍ତୁ ପାଣିପଟ ସେବକଙ୍କ ସହ ସ୍ବତନ୍ତ୍ର ଆଲୋଚନା

ଅଧରପଣା ନୀତି ଅନୁଷ୍ଠିତ ହେବାକୁ ଆଉ କିଛି ସମୟ ବାକି ଅଛି । ତେବେ ପାଣିପଟ ସେବକଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା

By

Published : Jul 14, 2019, 7:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଉ କିଛି ସମୟର ଅପେକ୍ଷା । କିଛି ସମୟ ପରେ ଆରମ୍ଭ ହୋଇଯିବ ମହାପ୍ରଭୁଙ୍କ ଅଧରପଣା ନୀତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ତେବେ ଏହି ଅଧରପଣା ନୀତି ପାଇଁ ପାଣିପଟ ସେବକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ତେବେ କିଭଳି ଚାଲିଛି ଅଧରପଣା ନୀତି ପାଇଁ ପ୍ରସ୍ତୁତି ପାଣିପଟ ସେବକଙ୍କ ସହ ବିସ୍ତୁତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୀରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details