ପୁରୀ:ଶ୍ରୀମନ୍ଦିର ବିକାଶ ପାଇଁ ଅର୍ଥ ଦାନ କଲେ 3 ବିଜେପି ନେତା । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ମହାପାତ୍ର ଶ୍ରୀମନ୍ଦିରକୁ ଦେଢଲକ୍ଷ ଟଙ୍କା ଦାନ କରିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉନ୍ନୟନ ପ୍ରଶାସକଙ୍କୁ ଚେକ ମାଧ୍ୟମରେ ସେ ଏହି ଦାନ ଅର୍ଥରାଶି ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ବିକାଶ ପାଇଁ ଅର୍ଥଦାନ କଲେ 3 ବିଜେପି ନେତା - jagannath temple administration
ଶ୍ରୀମନ୍ଦିର ବିକାଶ ପାଇଁ ଅର୍ଥ ଦାନକଲେ 3 ବିଜେପି ନେତା । ଅଧିକ ପଢନ୍ତୁ...
ଶ୍ରୀମନ୍ଦିର ବିକାଶ ପାଇଁ ଅର୍ଥଦାନ କଲେ 3 ବିଜେପି ନେତା
ଏହି ଅବସରରେ ଏହି ଦାନ ରାଶି ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ଗୁଣ୍ଡୁଚିମୂଷା ସଦୃଶ ସହଯୋଗ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ