ଓଡିଶା

odisha

ସିସିଟିଭିରେ ଯୁବକଙ୍କ ଆତ୍ମହତ୍ୟା ଦୃଶ୍ୟ କଏଦ

ଚଳନ୍ତା ମାଲବୋଝେଇ ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ସହରରେ ଲାଗିଥିବା ସିସିଟିଭି କେମେରା ଫୁଟେଜ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିଥିଲା । ଖୋଦ୍‌ ନିଜେ ଯୁବକ ଜଣକ ଚଳନ୍ତା ଟ୍ରକ ପଛଚକକୁ ଡେଇଁପଡି ଆତ୍ମହତ୍ୟା କରିଛି ବୋଲି ନୂଆପଡା ପୋଲିସ ସୂତ୍ରରୁ ସ୍ପଷ୍ଟ ହୋଇଛି ।

By

Published : Jul 27, 2019, 11:32 PM IST

Published : Jul 27, 2019, 11:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଜିଲ୍ଲା ସଦର ମହକୁମାର 353 ଜାତୀୟ ରାଜପଥ ଥାନା ସମ୍ମୁଖରେ ଅଭାବନୀୟ ଘଟଣା । ଚଳନ୍ତା ମାଲବୋଝେଇ ଟ୍ରକ ଆଗକୁ ଡେଇଁ ପଡି ଜଣେ ଯୁବକଙ୍କର ଆତ୍ମହତ୍ୟା । ମୃତ ଯୁବକ ଜଣକ ହେଲେ ନୂଆପଡା ସଦର ବ୍ଲକର ମହୁଆଭଟା ଗାଁର ରାଜୁ ଶବର ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଖବରପାଇ ନୂଆପଡା ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲା । ସହରରେ ଲାଗିଥିବା ସିସିଟିଭି କେମେରା ଫୁଟେଜ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା । ଯୁବକକୁ ମାଲବୋଝେଇ ଟ୍ରକ ଚାପି ଦେଇନାହିଁ । ଖୋଦ୍‌ ନିଜେ ଯୁବକ ଜଣକ ଚଳନ୍ତା ଟ୍ରକ ପଛଚକକୁ ଡେଇଁପଡି ଆତ୍ମହତ୍ୟା କରିଛି ବୋଲି ନୂଆପଡା ପୋଲିସ ସୂତ୍ରରୁ ସ୍ପଷ୍ଟ ହୋଇଛି।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details