ଓଡିଶା

odisha

By

Published : Aug 18, 2020, 11:06 PM IST

ETV Bharat / state

ଭିଜିଲାନ୍ସ ହାତରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ

ନୂଆପଡା ଜିଲ୍ଲା ଖରିଆରରୋଡ଼ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ସାହୁ ଭିଜିଲାନ୍ସ ହାତରେ ଗିରଫ । ଅଧିକ ଖବର ପଢନ୍ତୁ...

ଭିଜିଲାନ୍ସ ହାତରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ
ଭିଜିଲାନ୍ସ ହାତରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ

ନୂଆପଡା: ଜିଲ୍ଲା ଖରିଆରରୋଡ଼ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ସାହୁ ଭିଜିଲାନ୍ସ ହାତରେ ଗିରଫ । ଚୁକ୍ତି ଭିତ୍ତିକ କର୍ମଚାରୀ ପିଟିଜିଆଇ ଭୁପେନ୍ଦ୍ର ମହାନନ୍ଦଙ୍କ ଚାକିରୀ ରିନ୍ୟୁଆଲ କରିବା ପାଇଁ 50 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଧ୍ୟକ୍ଷ।

ଭିଜିଲାନ୍ସ ହାତରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ

ପିଟିଜିଆଇ ଭୁପେନ୍ଦ୍ର ମହାନନ୍ଦ ଅନୁରୋଧ କରିବା ପରେ ମଧ୍ୟ ଶୁଣି ନଥିଲେ ସରକାରୀ ଆଇଆଇଟି କଲେଜ ଅଧ୍ୟକ୍ଷ । ଶେଷରେ ଆଜି ଭୁପେନ୍ଦ୍ର ମହାନନ୍ଦ 30ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ,କୋରାପୁଟ ଜୟପୁର ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ଅଧ୍ୟକ୍ଷ ବିଭୁତି ଭୂଷଣ ସାହୁଙ୍କୁ ଗିରଫ କରିବା ସହ 30ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details