ଓଡିଶା

odisha

ETV Bharat / state

ଲକ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ପରିବା ଚାଷୀ

ଲକ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ପରିବା ଚାଷୀ । ବିଲରେ ସଢୁଛି ପନିପରିବା । ଅଧିକ ପଢନ୍ତୁ....

By

Published : Apr 10, 2020, 8:20 PM IST

Vegetable Farmers In Nayagarh Facing Problems To Selling Their Produce Due To Lockdown
ଲକ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ପରିବା ଚାଷୀ

ନୟାଗଡ଼ :ନୟାଗଡରେ ଜାରି ରହିଛି ଲକ ଡାଉନ । ଲକ ଡାଉନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି । ବିଶେଷ କରି ଏଥିରେ ପନିପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ଅଞ୍ଚଳରେ ବିଭିନ୍ନ ପ୍ରକାର ପନି ପରିବା ଚାଷୀ କରୁଛନ୍ତି ଚାଷ । ପରିବା ମଧ୍ୟ ଭଲ ଫଳୁଛି । ହେଲେ ଚାଷୀ ଏହାକୁ ତୋଳିବାକୁ ବିଲକୁ ଯାଉନି । କାହିଁକିନା ଲକ ଡାଉନ ଯୋଗୁଁ ବଜାର ବନ୍ଦ ଥିବାରୁ ବ୍ୟବସାୟୀମାନେ ଆସି ପରିବା ନେଉ ନ ଥିବା ଚାଷୀ କହିଛି ।

ଲକ ଡାଉନ ଯୋଗୁଁ କ୍ଷତିଗ୍ରସ୍ତ ପରିବା ଚାଷୀ

ସେପଟେ, ଚାଷୀ ମଧ୍ୟ ପରିବା ନେଇ କେଉଁଠି ବିକ୍ରି କରି ପାରୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ଚାଷୀ ଫସଲ ତୋଳିବାପାଇଁ ଯାଉନାହିଁ । ଏପଟେ, କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ କିପରି ସୁଝିବ ବ୍ୟାଙ୍କରୁ ଆଣିଥିବା ଋଣ ।

ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details