ଓଡିଶା

odisha

By

Published : Apr 7, 2021, 5:57 PM IST

ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସିନେମା ହଲ ଛକ ନିକଟରେ ଅଗ୍ନିକାଣ୍ଡ ଘଟି ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି ।

ଅଗ୍ନିକାଣ୍ଡରେ ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି
ଅଗ୍ନିକାଣ୍ଡରେ ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି

ନୟାଗଡ଼: ଅଗ୍ନିକାଣ୍ଡ ଘଟି ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସିନେମା ହଲ ଛକ ନିକଟରେ ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିକାଣ୍ଡରେ ଜଳିଗଲା 20 ଲକ୍ଷ ଟଙ୍କାର ସମ୍ପତ୍ତି

ସିନେମା ହଲ ଛକର ବାଗଦେବୀ ପ୍ରିଣ୍ଟର ନାମକ ଏକ ଦୋକାନରେ ପ୍ରଥମେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ପ୍ରିଣ୍ଟର, ଜେରକ୍ସ ମେସିନ ସହ ଅନେକ ଯନ୍ତ୍ରାଂଶ ପୋଡି ପାଉଁଶ ହୋଇ ଯାଇଥିଲା। ପରେ ଏହି ଦୋକାନ ସଂଲଗ୍ନ ନାୟକ ପ୍ଲାଷ୍ଟିକ ନାମକ ଦୋକାନକୁ ବ୍ୟାପିଥିଲା ନିଆଁ। ଓଡ଼ଗାଁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details