ଓଡିଶା

odisha

ETV Bharat / state

ପରୀକୁ ନ୍ୟାୟ ଦାବିରେ 5 ଦିନରେ ପହଞ୍ଚିଲା ବିଜେପିର ଗଣଧାରଣା

ପରୀକୁ ନ୍ୟାୟ ଦାବି ନେଇ ବିଜେପିର ଗଣଧାରଣା ଜାରି ରହିଛି ।

ପରୀକୁ ନ୍ୟାୟ ଦାବିରେ ବିଜେପିର ଗଣଧାରଣା
ପରୀକୁ ନ୍ୟାୟ ଦାବିରେ ବିଜେପିର ଗଣଧାରଣା

By

Published : Dec 9, 2020, 9:41 PM IST

ନୟାଗଡ଼: ପରୀକୁ ନ୍ୟାୟ ଦାବିରେ ପଞ୍ଚମ ଦିନରେ ବିଜେପିର ଗଣଧାରଣା। ପରୀକୁ ନ୍ୟାୟ ଦାବି ନେଇ ବିଜେପିର ଗଣଧାରଣା ଜାରି ରହିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି ବିଜେପିକର୍ମୀ।

ପରୀକୁ ନ୍ୟାୟ ଦାବିରେ ବିଜେପିର ଗଣଧାରଣା

ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details