ଓଡିଶା

odisha

ETV Bharat / state

ନୟାଗଡ଼ରୁ 161 କୋରୋନା ଆକ୍ରାନ୍ତ ଚି଼ହ୍ନଟ

ନୟାଗଡ଼ ଜିଲ୍ଲାରୁ ସୋମବାର 161 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2600କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

By

Published : Jun 7, 2021, 9:05 PM IST

ନୟାଗଡ଼ରୁ 161 କୋରୋନା ଆକ୍ରାନ୍ତ ଚି଼ହ୍ନଟ
ନୟାଗଡ଼ରୁ 161 କୋରୋନା ଆକ୍ରାନ୍ତ ଚି଼ହ୍ନଟ ନୟାଗଡ଼ରୁ 161 କୋରୋନା ଆକ୍ରାନ୍ତ ଚି଼ହ୍ନଟ

ନୟାଗଡ଼: ଜିଲ୍ଲାରୁ ସୋମବାର 161 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2600କୁ ବୃଦ୍ଧି ପାଇଛି ।

ନୟାଗଡ଼ରୁ 161 କୋରୋନା ଆକ୍ରାନ୍ତ ଚି଼ହ୍ନଟ

ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭାପୁର ବ୍ଲକରୁ 6, ଦଶପଲ୍ଲାରୁ 26, ଗଣିଆରୁ 1, ଖଣ୍ଡପଡାରୁ 16, ନୟାଗଡ଼ରୁ 31, ନୂଆଗାଁରୁ 16, ଓଡଗାଁରୁ 26, ରଣପୁରରୁ 28ଏବଂ ଜିଲ୍ଲା ବାହାରୁ ଏବଂ ନୟାଗଡ଼ ଏନଏସିରୁ 11 ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details