ଓଡିଶା

odisha

ETV Bharat / state

ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ । ନବରଙ୍ଗପୁର ଉମରକୋଟର ଅଧିକାରୀଗୁଡା ଗ୍ରାମ ନିକଟରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ..

By

Published : Apr 13, 2021, 9:45 AM IST

ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଜଣେ ମୃତ
ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ନବରଙ୍ଗପୁର: ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ । ନବରଙ୍ଗପୁର ଉମରକୋଟର ଅଧିକାରୀଗୁଡା ଗ୍ରାମ ନିକଟରେ ଘଟିଛି ଏହି ଘଟଣା । ସୂଚନାଯୋଗ୍ୟ ଗତକାଲି(ସୋମବାର) ବିଲ୍ଡିଂ କାମ ପାଇଁ ସେଣ୍ଟ୍ରିଂ ପ୍ଲେଟ ଧରି ଉମରକୋଟରୁ ଅଧିକାରୀ ଗୁଡା ଯିବା ସମୟରେ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା ।

ଟାୟାର ଫାଟି ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ତେବେ ମୃତ ଯୁବକ ଜଣକ ହେଲେ ରାଇଘର ବ୍ଲକ ଟିମନପୁର ପଞ୍ଚାୟତ ଘାଟିପାରା ଗ୍ରାମର ରାମଦେବ ଗଣ୍ଡ । ସୂଚନାପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜହତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details