ଓଡିଶା

odisha

ETV Bharat / state

ଥମୁନି ଗଞ୍ଜେଇ ଚୋରା ଚାଲାଣ, କାର ସହ ଜଣେ ଗିରଫ

ଥମୁନି ଗଞ୍ଜେଇ ଚୋରା ଚାଲାଣ । ନବରଙ୍ଗପୁର ଜିଲ୍ଲା ମୈଦଲପୁରରେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର ସହ ଜଣଙ୍କୁ ଗିରଫ କଲା ମୈଦଲପୁର ପୋଲିସ ।

By

Published : Feb 7, 2021, 12:04 PM IST

ଥମୁନି ଗଞ୍ଜେଇ ଚୋରା ଚାଲାଣ, କାର ସହ ଜଣେ ଗିରଫ
ଥମୁନି ଗଞ୍ଜେଇ ଚୋରା ଚାଲାଣ, କାର ସହ ଜଣେ ଗିରଫ

ନବରଙ୍ଗପୁର: ଥମୁନି ଗଞ୍ଜେଇ ଚୋରା ଚାଲାଣ । ନବରଙ୍ଗପୁର ଜିଲ୍ଲା ମୈଦଲପୁରରେ କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ । କାର ସହ ଜଣଙ୍କୁ ଗିରଫ କଲା ମୈଦଲପୁର ପୋଲିସ । କାରଟି ନବରଙ୍ଗପୁରରୁ କଳାହାଣ୍ଡି ଆଡ଼କୁ ଯାଉଥିବାବେଳେ ଧରା ପଡିଥିବା ସୂଚନା ।

ଥମୁନି ଗଞ୍ଜେଇ ଚୋରା ଚାଲାଣ, କାର ସହ ଜଣେ ଗିରଫ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details