ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣ ବୃଦ୍ଧି, ସ୍ଥାନାନ୍ତର ହେବ ମାର୍କେଟ - corona crices

ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପ୍ରରିପେକ୍ଷୀରେ ଉମରକୋଟରେ ଏକ ଖୋଲା ସ୍ଥାନରେ ନୂଆ ଅସ୍ଥାୟୀ ମାର୍କେଟ ଖୋଲିବା ନେଇ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ବୃଦ୍ଧି, ସ୍ଥାନାନ୍ତର ହେବ ମାର୍କେଟ
କୋରୋନା ସଂକ୍ରମଣ ବୃଦ୍ଧି, ସ୍ଥାନନ୍ତର ହେବ ମାର୍କେଟ

By

Published : Jul 29, 2020, 1:20 PM IST

Updated : Jul 29, 2020, 3:18 PM IST

ନବରଙ୍ଗପୁର: ଜିଲ୍ଲାର ଉମରକୋଟ ମାର୍କେଟରୁ ବଢୁଛି ସଂକ୍ରମଣ । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଉମରକୋଟ ମାର୍କେଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ।

କୋରୋନା ସଂକ୍ରମଣ ବୃଦ୍ଧି, ସ୍ଥାନାନ୍ତର ହେବ ମାର୍କେଟ

ଏକ ଖୋଲା ସ୍ଥାନରେ ନୂଆ ଅସ୍ଥାୟୀ ମାର୍କେଟର ସ୍ଥାନ ନିରୂପଣ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ। ନୂତନ ସ୍ଥାନରେ ଅସ୍ଥାୟୀ ମାର୍କେଟ କରାଯିବ ଏବଂ ସେହିଠାରୁ ପରିବା କିଣିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jul 29, 2020, 3:18 PM IST

ABOUT THE AUTHOR

...view details