ଓଡିଶା

odisha

ETV Bharat / state

ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସ୍ବାମୀର ଆତ୍ମସମର୍ପଣ

ଉମରକୋଟ ବ୍ଲକ ଚିକଲପଦର ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ତେବେ ତାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଥିବା ବେଳେ ସେ ଆଜି ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jan 5, 2021, 2:25 PM IST

ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସ୍ବାମୀର ଆତ୍ମସମର୍ପଣ
ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ଅଭିଯୁକ୍ତ ସ୍ବାମୀର ଆତ୍ମସମର୍ପଣ

ନବରଙ୍ଗପୁର: ଉମରକୋଟ ବ୍ଲକ ଚିକଲପଦର ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ତେବେ ମହିଳା ସିପ୍ରା ବିଶ୍ବାସଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ସ୍ଵାମୀ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ଅଭିଯୁକ୍ତ ସ୍ବାମୀ ବିପ୍ଳବ ବିଶ୍ବାସ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details