ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ଭୂକମ୍ପ ଝଟ୍‌କା

By

Published : Apr 20, 2019, 8:02 AM IST

Updated : Apr 20, 2019, 3:43 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

2019-04-20 07:52:00

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର:  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଭୂକମ୍ପ ଝଟ୍‌କା । ସହରରେ ସକାଳ 6.15ରୁ 6.20 ମଧ୍ୟରେ ମୃଦ୍ୟୁ ଭୂକମ୍ପ ହୋଇଥିବା ସୂଚନା ରହିଛି । ଭୂକମ୍ପ ଝଟ୍‌କା 2ରୁ 3 ସେକେଣ୍ଡ୍‌ ପାଇଁ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ଅନ୍ୟପଟେ ରାଇରଙ୍ଗପୁରବାସୀ କିଛି ସମୟ ପାଇଁ ଭୟଭୀତ ହୋଇପଡିଥିଲେ । 

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Apr 20, 2019, 3:43 PM IST

ABOUT THE AUTHOR

...view details