ଓଡିଶା

odisha

ଅର୍ଚ୍ଚନା ନାଗ ସହ ମୟୁରଭଞ୍ଜ ନେତାଙ୍କ ସମ୍ପୃକ୍ତ ରହିଛି: ବିଜେପି ବିଧାୟକ

By

Published : Nov 19, 2022, 9:29 PM IST

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୁଣି ଥରେ ବିଜେଡ଼ି ଆଡ଼କୁ ଇଙ୍ଗିତ କରିଛି ବିଜେପି । ଆଜି ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି ଅର୍ଚ୍ଚନା ସହ ମୟୂରଭଞ୍ଜ ନେତାଙ୍କର ବି ଲିଙ୍କ ରହିଛି । ଅଧିକ ପଢନ୍ତୁ

Lady Blackmailer Archana Nag Conection with Mayurbhanja Political leader said bjp mla
ଅର୍ଚ୍ଚନା ନାଗ ସହ ମୟୁରଭଞ୍ଜ ନେତାଙ୍କ ସମ୍ପୃକ୍ତ ରହିଛି: ବିଜେପି ବିଧାୟକ

ଭୁବନେଶ୍ବର: ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୁଣି ଥରେ ବିଜେଡ଼ି ଆଡ଼କୁ ଇଙ୍ଗିତ କରିଛି ବିଜେପି । ଆଜି ବିଜେପି ବିଧାୟକ ଭାସ୍କର ମଢେଇ କହିଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ସହ ମୟୂରଭଞ୍ଜ ନେତାଙ୍କର ବି ଲିଙ୍କ ରହିଛି ।

ଅର୍ଚ୍ଚନା ନାଗ ସହ ମୟୁରଭଞ୍ଜ ନେତାଙ୍କ ସମ୍ପୃକ୍ତ ରହିଛି: ବିଜେପି ବିଧାୟକ

ଭାକୁର ମାଛ ଭଳି ବଡ଼ ନେତା ରହିଛନ୍ତି । ସରକାରୀ ଦଳର 30 ରୁ 35 ଜଣ ନେତାଙ୍କର ଏଥିରେ ସମ୍ପୃକ୍ତି ରହିଛି । ଆଉ ପ୍ରଶାସନିକ କ୍ଷେତ୍ରର କିଛି ଅଧିକାରୀ ବି ସାମିଲ ଅଛନ୍ତି । ବିଜେପିର ନେତା ବି ଏଥିରେ ଥାଇ ପାରନ୍ତି କିନ୍ତୁ ବିଶେଷ ନାହାଁନ୍ତି । କିଏ ସାମାଜିକ କାର୍ଯ୍ୟକ୍ରମରେ ଫଟୋ ଉଠାଇ ଥାଇ ପାରନ୍ତି । କିନ୍ତୁ ବିଜେପି ନେତାଙ୍କର ଏତେ ଟଙ୍କା ନାହିଁ ଯେ ଲକ୍ଷଲକ୍ଷ ଟଙ୍କା ଦେଇ ଏଣ୍ଟ୍ରି କରିବେ । ଯିଏ ନାଗ ଫାସରେ ପଡ଼ିଛି ସେ ଦଂଶନ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details