ଓଡିଶା

odisha

ETV Bharat / state

ମାଙ୍କଡ଼ ଚମଡା ଓ ବନ୍ଧୁକ ସହ ଶିକାରୀ ଗିରଫ

ମୟୁରଭଞ୍ଜ ଜିଲ୍ଲା ଉଦଳା ଓ ଡୁକୁରା ବନ ବିଭାଗର ମିଳିତ ଚଢ଼ାଉରେ ଜଣେ ଶିକାରୀ ଗିରଫ ହୋଇଥିବା ବେଳେ ମାଙ୍କଡ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଅଧିକ ପଢନ୍ତୁ...

By

Published : May 1, 2020, 3:35 PM IST

http://10.10.50.80:6060///finalout3/odisha-nle/finalout/01-May-2020/7016368_baripada.mp4
ମାଙ୍କଡ଼ ଚମଡା ଓ ବନ୍ଧୁକ ସହ ଶିକାରୀ ଗିରଫ

ବାରିପଦା: ଲକଡାଉନର ଫାଇଦା ନେଉଛନ୍ତି ଶିକାରୀ। ମୟୁରଭଞ୍ଜ ଜିଲ୍ଲା ଉଦଳା ଓ ଡୁକୁରା ବନ ବିଭାଗର ମିଳିତ ଚଢ଼ାଉରେ ଜଣେ ଶିକାରୀ ଗିରଫ ହୋଇଥିବା ବେଳେ ମାଙ୍କଡ ଚମଡା ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି।

ମାଙ୍କଡ଼ ଚମଡା ଓ ବନ୍ଧୁକ ସହ ଶିକାରୀ ଗିରଫ

ଲକ ଡାଉନର ଫାଇଦା ନେଉଛନ୍ତି ଶିକାରୀ। ଲଗ ଡାଉନ ସମୟରେ ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟ ରେ କରୁଛନ୍ତି ବେଧଡକ ଶିକାର। ମୟୁରଭଞ୍ଜ ଜିଲ୍ଲା ଉଦଳା ଓ ଡୁକୁରା ବନବିଭାଗର ମିଳିତ ଚଢ଼ାଉରେ ଜଣେ ଶିକାରୀକୁ ଗିରଫ କରିବା ସହିତ ତାଠାରୁ ଏକ ଦେଶୀ ବନ୍ଧୁକ ଓ ମାଙ୍କଡ଼ ଚମଡ଼ା ଜବତ କରାଯାଇଛି । ଗିରଫ ହୋଇଥିବା ଶିକାରୀ ଜଣକ ହେଲେ ଉଦଳା ଥାନା କାଶୀକୁନଡଳ ଗାଁର ମିଟୁ ନାଏକ । ଶିକାରୀ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ABOUT THE AUTHOR

...view details