ଓଡିଶା

odisha

ETV Bharat / state

ବଜେଟ 2019: ରେଳସେବା ସହ ପର୍ଯ୍ୟଟନକ୍ଷେତ୍ରର ବିକାଶ ମୟୂରଭଞ୍ଜବାସୀଙ୍କ ଆଶା - budget

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦରେ ଉପସ୍ଥାପନ କରିଛନ୍ତି ଚଳିତ ବର୍ଷର ଆର୍ଥିକ ବଜେଟ । ବିଭିନ୍ନ କ୍ଷେତ୍ରପାଇଁ କରାଯାଇଛି କୋଟିକୋଟି ଟଙ୍କା ବିନିଯୋଗ । ତେବେ ଏନେଇ ମୟୂରଭଞ୍ଜବାସୀ କଣ ରଖିଛନ୍ତି ତାଙ୍କର ମତ ଆସନ୍ତୁ ଜାଣିବା...

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

By

Published : Jul 5, 2019, 2:40 PM IST


ମୟୂରଭଞ୍ଜ: ଶୁକ୍ରବାର ଆଗତ ହୋଇଛି 2019-20 ଆର୍ଥିକ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦରେ ଉପସ୍ଥାପନ କରିଛନ୍ତି ବଜେଟ । ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୟୂରଭଞ୍ଜବାସୀ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା ମୟୂରଭଞ୍ଜ

ରାଜରାଜୁଡା ଅମଳରୁ ମୟୂରଭଞ୍ଜରେଳ ସେବାର ପୁନଃରୁଦ୍ଧାର କରାଯାଉ । ଏନେଇ ଆବଶ୍ୟକ ଅର୍ଥ ବିନିଯୋଗ କରାଯାଉ । ସାଧାରଣ ଲୋକଙ୍କ ପାଇଁ ଲୋକାଲ ଟ୍ରେନର ସୁବିଧା ହେଲେ ସେମାନେ ଉପକୃତ ହେବେ। ଏହାସହ ମୟୂରଭଞ୍ଜରେ ଥିବା ପର୍ଯ୍ୟଟନସ୍ଥଳୀର କୌଣସି ବିକାଶ ହୋଇନଥିବା କହିଛନ୍ତି ସ୍ଥାନୀୟବାସୀ । ଏଥିପାଇଁ ବ୍ୟୟ ଅଟକଳ କରାଯାଇ ଏହାର ବିକାଶ କରାଯାଉ ବୋଲି ସେମାନେ ବୋଲି ଦାବି କରିଛନ୍ତି ଲୋକେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details