ଓଡିଶା

odisha

ETV Bharat / state

ମାଲକାନଗିରିରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ଲୋକସଭା ନିର୍ବାଚନ:2019। ଜାରି ରହିଛି ଭୋଟ ଦାନ ପ୍ରକ୍ରିୟା । ମୋଲକାନଗିରିରେ ଭୋଟ ଦେଉଛନ୍ତି ଭୋଟର ।

By

Published : Apr 11, 2019, 10:50 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଚାଲିଛି ମତଦାନ । ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ । ସକାଳ 7ଟା ରୁ ଶାନ୍ତିଶୃଙ୍ଖଳାର ମତଦାନ ଚାଲିଥିବାବେଳେ ଚାଲନ୍ତୁ ଜାଣିବା କଣ ରହିଛି ଭୋଟରଙ୍କ ପ୍ରତିକ୍ରିୟା...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details