ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ। 80 ହଜାର ଲାଞ୍ଚ ନେବାବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ । ଜମିଜମା ମାମଲାରେ ଜାରି ହୋଇଥିବା 144 ଧାରା ଉଛେଦକୁ ନେଇ ଜୀବନ ମଣ୍ଡଳ ନାମକ ବ୍ୟକ୍ତି ଠାରୁ ଗତକାଲି 20 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଆଜି 80 ହଜାର ଟଙ୍କା ନେଇଥିଲେ ଅକ୍ଷୟ ।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବରିଷ୍ଠ କିରାଣୀ
ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅକ୍ଷୟ ନାୟକ। 80 ହଜାର ଲାଞ୍ଚ ନେବାବେଳେ ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଧିକ ପଢନ୍ତୁ..
vizilance-raid-in-malkanagiri
ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ କିରାଣୀ ଅକ୍ଷୟ ନାୟକ। ଜୟପୁର ଏବଂ ମାଲକାନଗିରି ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ