ଓଡିଶା

odisha

ETV Bharat / state

ମାଲକାନଗିରିରେ ବାଇକ ମୁହାଁମୁହିଁ, ୩ ମୃତ

ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ଭାରସାମ୍ୟ ହରାଇ ମୁହଁମୁହିଁ ଯୋଗୁଁ 3 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ..

By

Published : Jan 19, 2021, 10:25 PM IST

ମାଲକାନଗିରିରେ ବାଇକ ମୁହାଁମୁହିଁ, ୩ ମୃତ
ମାଲକାନଗିରିରେ ବାଇକ ମୁହାଁମୁହିଁ, ୩ ମୃତ

ମାଲକାନଗିରି: ଜିଲ୍ଲା ବିଜାପଦର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ଭାରସାମ୍ୟ ହରାଇ ମୁହଁମୁହିଁ ହେଲେ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

ରାସ୍ତା ଉପରେ ଏବେ ସୁଦ୍ଧା ମୃତଦେହ ପଡି ରହିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ ମାଲକାନଗିରିରୁ ଜୟପୁର ପଟେ ଯାଉଥିବା ବେଳେ ଅନ୍ୟଟି ତାର ବିପରୀତ ଦିଗରୁ ଆସୁଥିଲା।ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରିଛି। ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details