ଓଡିଶା

odisha

ETV Bharat / state

ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ, 60 ଲକ୍ଷ ମୂଲ୍ୟର ମେଡିସିନ ପାଉଁଶ

ଲକାନଗିରି ଜିଲ୍ଲା ସଦରମହକୁମାର ମହେଶ୍ବରୀ କଲୋନୀରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

By

Published : Feb 7, 2019, 4:29 PM IST

ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଛି । ତେବେ ନଷ୍ଟ ହୋଇଥିବା ମେଡିସିନର ଆନୁମାନିକ ମୂଲ୍ୟ 60 ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଦମକଳ ବାହିନୀ । ତେବେ ସର୍ଟସର୍କିଟରୁ ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details