ମାଲକାନଗିରି: ଚିତ୍ରପୋଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ପଦୁ ମାଝୀଙ୍କ ନାମରେ ଅଭିଯୋଗ। ଜାଲ ଜାତିଗତ ପ୍ରମାଣ ପତ୍ର ହାତେଇଥିବା ଅଭିଯୋଗ ଆଣିଲେ ପୂର୍ବତନ ଉପବାଚସ୍ପତି ତଥା ବିଜେପି ନେତା ପ୍ରହଲ୍ଲାଦ ଦୋରା।
ଜାତିଗତ ପ୍ରମାଣ ପତ୍ର ରଦ୍ଧ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖରେ କରିଛନ୍ତି ଦାବି।