ଓଡିଶା

odisha

ETV Bharat / state

ଭୋଗ ଖାଇ 150 ଲୋକ ଅସୁସ୍ଥ - 150 people]

ପାଗଳ କୁକୁର କାମୁଡିଥିବା ଏକ ଗାଈର କ୍ଷୀରରେ ତିଆରି ହୋଇଥିବା ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

By

Published : Jun 6, 2019, 1:15 PM IST

ମାଲକାନଗିରି: ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଏମ୍ଭି-25 ଗାଁରେ । ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନାମୁତାବକ, ପାଗଳ କୁକର କାମୁଡି ଥିବା ଏକ ଗାଈର କ୍ଷୀରରେ ପ୍ରସ୍ତୁତ ହୋଇଥିବା ଭୋଗ ଖାଇ ଏମ୍ଭି-25 ଗାଁର ପ୍ରାୟ 150 ଲୋକେ ଆକ୍ରାନ୍ତ ହୋଇ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଅସୁସ୍ଥଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣା ପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details