କୋରାପୁଟ: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଗଡିଲା ମହାପ୍ରୟାଣ ଗାଡି । ମେଡିକାଲରେ ମୃତଦେହକୁ ଘରକୁ ନେଇଯିବା ପାଇଁ ମହାପ୍ରୟାଣ ଗାଡି ପୂର୍ବରୁ ଥିଲେ ମଧ୍ୟ ଅଚଳ ଅବସ୍ଥାରେ ପଡିଥିଲା । ଫଳରେ ମୃତଦେହ ନେବା ପାଇଁ ମୃତକଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ ।
କୋରାପୁଟ ହସ୍ପିଟାଲକୁ ତିନି ମହାପ୍ରୟାଣ ଗାଡି ଦେଲେ ସରକାର
କୋରାପୁଟରେ ତିନୋଟି ମହାପ୍ରୟାଣ ଗାଡି ଗଡ଼ିଲା । ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....
କୋରାପୁଟରେ ତିନୋଟି ମହାପ୍ରୟାଣ ଗାଡି ଗଡ଼ିଲା
ଏହି ଅସୁବିଧାକୁ ଆଖିରେ ରଖି ରାଜ୍ୟ ସରକାର ତିନୋଟି ମହାପ୍ରୟାଣ ଗାଡି ପ୍ରଦାନ କରିଛନ୍ତି । ଏହି ତିନୋଟି ଗାଡିକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
କୋରାପୁଟରୁ, ସିଏଚ ଶାନ୍ତାକାରଙ୍କ ରିପୋର୍ଟ,ଇଟିଭି ଭାରତ
Last Updated : Mar 27, 2020, 9:25 PM IST