ଭୁବନେଶ୍ବର: ଓଡିଶା ଏବେ କୌଣସି ରାଜ୍ୟଠାରୁ ପଛରେ ନାହିଁ । ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି । ପାଞ୍ଚ ଆକାଂକ୍ଷୀ ଜିଲ୍ଲାରେ ଓଡିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଛି ।
ବିଶେଷ କରି ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର କୋରାପୁଟ ଜିଲ୍ଲା ସ୍ଥାନ ପାଇଛି । ଦେଶର 5 ଆକାଂକ୍ଷୀ ଜିଲ୍ଲାରେ ଓଡ଼ିଶାର କୋରାପୁଟ ଜିଲ୍ଲା ପଞ୍ଚମ ସ୍ଥାନ ଅଧିକାର କରିଛି । ଦେଶର ସବୁ ରାଜ୍ୟର ଅଗ୍ରଗତି ଆଧାର କରି 5ଟି ଆକାଂକ୍ଷୀ ଜିଲ୍ଲାର ତାଲିକା ପ୍ରକାଶ ପାଇଥାଏ।