କୋରାପୁଟ: ଯୁବ ଭୋଟରଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସଚେତନତା ରଥ । ଆଜି କୋରାପୁଟରେ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଦେବେନ ପ୍ରଧାନ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କୋରାପୁଟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।
ଯୁବ ଭୋଟରଙ୍କ ପାଇଁ ଗଡିଲା ସଚେତନତା ରଥ - koraput
ଆଜି କୋରାପୁଟରେ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଦେବେନ ପ୍ରଧାନ ଏହି ରଥର ଶୁଭାରମ୍ଭ କରିଛନ୍ତି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
କୋରାପୁଟରୁ ଶାନ୍ତାକାର, ଇଟିଭି ଭାରତ