ଓଡିଶା

odisha

ETV Bharat / state

ପୁଲିଂ ଅଧିକାରୀଙ୍କ ପସନ୍ଦ ଇଭିଏମ, ଭିଭିପାଟ

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏନେଇ କୋରାପୁଟର ସମସ୍ତ ବୁଥରେ ପହଞ୍ଚିଲେଣି ପୁଲିଂ ଅଧିକାରୀ ।

By

Published : Apr 10, 2019, 3:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇଭିଏମ ଏବଂ ଭିଭିପାଟ ମାଧ୍ୟମରେ ମତଦାନକୁ ସୁବିଧାଜନକ ବୋଲି କହିଛନ୍ତି ପୁଲିଂ ଅଧିକାରି । ଆଧୁନିକ ଉପକରଣର ସହାୟତାରେ ନିର୍ବାଚନକୁ ସୁରୁଖୁରୁ ଭାବେ ସମ୍ପାଦିତ କରିବା ସହଜ ହେଉଥିବା ପୁଲିଂ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details