ଓଡିଶା

odisha

ETV Bharat / state

ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା - motor vehicle

ମୋଟର ଯାନ ଚଳାଇବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ସଚେତନତା କାର୍ଯ୍ୟକ୍ରମ । କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟରେ ଏନେଇ ସଚେତନତା ସୃଷ୍ଟି କରିଛି ପୋଲିସ ।

motor vehicle
ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା

By

Published : Dec 28, 2019, 8:33 PM IST

Updated : Dec 28, 2019, 10:10 PM IST

କୋରାପୁଟ: ମୋଟର ଯାନ ଚଳାଇବା ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ସଚେତନତା କାର୍ଯ୍ୟକ୍ରମ । କୋରାପୁଟ ସରକାରୀ ମହିଳା ମହାବିଦ୍ୟାଳୟ ଓ ଲାଣ୍ଡିଗୁଡା ସରକାରୀ ମହାବିଦ୍ୟାଳୟରେ ଏନେଇ ସଚେତନତା ସୃଷ୍ଟି କରିଛି ପୋଲିସ ।

ନୂଆ ମୋଟର ଯାନ ନିୟମକୁ ନେଇ ପୋଲିସର ସଚେତନତା

18 ବର୍ଷରୁ କମ ବୟସର ପିଲା ଗାଡି ନଚଳାଇବା, ମୋଟର ଯାନ ଚଳାଇବା ସମୟରେ ହେଲମେଟ ପିନ୍ଧିବା ତଥା ଗାଡି ଚଳାଇବା ସମୟରେ ଲାଇସେନ୍ସ ସାଥିରେ ରଖିବା ଆଦି କଥା ଏହି ଦୁଇ କଲେଜରେ ବୁଝାଇଛନ୍ତି ପୋଲିସ । ତେବେ ଟ୍ରାଫିକ ବ୍ୟବସ୍ଥା ସୁଧୁରିଲେ ରାସ୍ତାରେ ଦୁର୍ଘଟଣାର ହାର କମିବ ବୋଲି ଏହି ଅବସରରେ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Dec 28, 2019, 10:10 PM IST

ABOUT THE AUTHOR

...view details