ଓଡିଶା

odisha

ETV Bharat / state

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ 3 ଜଣିଆ ଏମସିଆଇ ଟିମ୍

ତିନି ଜଣିଆ ଏମସିଆଇ ଟିମ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଫେରିଯାଇଛନ୍ତି । ତୃତୀୟ ବର୍ଷର କ୍ଳାସ ଆରମ୍ଭ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଅଛି କି ନାହିଁ ସ୍ଥିତି ପରଖିଥିଲା ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : May 22, 2019, 8:00 PM IST


କୋରାପୁଟ: ଖୁବ ଶୀଘ୍ର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ ମେଡିକାଲ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । କଲେଜରେ ଆବ୍ୟଶକୀୟ ଭିତ୍ତିଭୂମି ରହିଛି କି ନାହିଁ ତାହାର ସ୍ଥିତି ପରଖିଛନ୍ତି 3 ଜଣିଆ ଏମସିଆଇ ଟିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଏମସିଆଇର 3 ଜଣିଆ ଟିମ୍‌ ମେଡିକାଲ କଲେଜକୁ ଗସ୍ତରେ ଆସି ଭିତ୍ତିଭୂମିର ତଦାରଖ କରିଛନ୍ତି । ଭିତ୍ତିଭୂମୀରେ ସୁଧାର ଆସିଥିବା ନେଇ ଏମସିଆଇ ଟିମ ଖୁସି ଥିଲେ । ଆବଶ୍ୟକୀୟ ଭିତ୍ତିଭୂମୀ ଥିବାରୁ ପାଠପଢା ସ୍ବାଭାବିକ ଭାବରେ ଚାଲି ପାରିବ ବୋଲି ଟିମ ସୂଚନା ଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details