କୋରାପୁଟ:ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ପଟାଙ୍ଗୀ ବ୍ଲକର କୋଟିଆର ଉପରସେମ୍ବିରେ ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ବିଭାଗର ଅନୁପ୍ରବେଶ ନେଇ ଅଭିଯୋଗ ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆର ଉପରସେମ୍ବିରେ ଅନୁପ୍ରବେଶ କରୁଥିଲା ଆନ୍ଧ୍ରପ୍ରଦେଶର ସ୍ବାସ୍ଥ୍ୟ ବିଭାଗ। ଆନ୍ଧ୍ର ସୀମାନ୍ତର ନାରେଡିବାଲସା ପଟୁ ୧୦୪ ଗାଡି ଧରି କୋଟିଆ ମଧ୍ୟକୁ ପ୍ରବେଶ କରୁଥିଲା ଆନ୍ଧ୍ର ଥୋନମ୍ ପିଏଚସିର ଡା.ଏ.ଅଜୟ ଓ ତାଙ୍କ ସ୍ବାସ୍ଥ୍ୟ ଟିମ୍। ଏହି ସମୟରେ ଖବର ପାଇ କୋଟିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଡା ଜବାବ ଦେଇଛି ।
ଏହା ମଧ୍ୟ ପଢନ୍ତୁ: Amit Shah to Visit Odisha: ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ