ଓଡିଶା

odisha

By

Published : Nov 9, 2020, 2:26 PM IST

Updated : Nov 9, 2020, 3:58 PM IST

ETV Bharat / state

ବିଭତ୍ସ ହତ୍ୟା; ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ

କୋରାପୁଟ ଜିଲ୍ଲାରେ ବିଭତ୍ସ ହତ୍ୟା । ପାରିବାରିକ କଳହକୁ ନେଇ ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ । କୋରାପୁଟ ସଦର ଥାନା ଧୌଡାପଦର ଗ୍ରାମରେ ଏକ 28 ବର୍ଷ ର ଯୁବକ କାର୍ତିକ ଟାକିରି ତାଙ୍କ ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିବତ୍ସ ହତ୍ୟା; ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ
ବିବତ୍ସ ହତ୍ୟା; ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ବିଭତ୍ସ ହତ୍ୟା । ପାରିବାରିକ କଳହକୁ ନେଇ ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ । କୋରାପୁଟ ସଦର ଥାନା ଧୌଡାପଦର ଗ୍ରାମରେ ଏକ 28 ବର୍ଷ ର ଯୁବକ କାର୍ତିକ ଟାକିରି ତାଙ୍କ ଦ୍ଵିତୀୟ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସ୍ତ୍ରୀର ବେକ କାଟିଲା ନରହନ୍ତା ସ୍ବାମୀ

ପାରିବାରିକ କଳହକୁ ନେଇ କାର୍ତିକ ଗତକାଲି(ରବିବାର) ରାତିରେ କୁକୁଡା କଟା ଛୁରୀରେ ପତ୍ନୀର ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିବା ଅଭିଯୋଗ ହୋଇଛି । କୋରାପୁଟ ସଦର ଥାନା ପୋଲିସ ହତ୍ୟାକାରୀକୁ ଗିରଫ କରିବା ସହିତ ମହିଳାଙ୍କ ମୃତଦେହକୁ ଜବତ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 9, 2020, 3:58 PM IST

ABOUT THE AUTHOR

...view details