ଓଡିଶା

odisha

By

Published : Mar 16, 2022, 6:43 PM IST

ETV Bharat / state

କୋରାପୁଟରେ APSRTC ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, 10 ଯାତ୍ରୀ ଆହତ

କୋରାପୁଟରେ ଏପିଏସଆରଟିସି (APSRTC) ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ବସର କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଏପିଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ , 10 ଯାତ୍ରୀ ଆହତ
ଏପିଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ , 10 ଯାତ୍ରୀ ଆହତ

କୋରାପୁଟ : ଏପିଏସଆରଟିସି (APSRTC) ବସ ଦୁର୍ଘଟଣାଗ୍ରସ୍ତ। ଆଜି (ବୁଧବାର) କୋରାପୁଟ ଦାମନଯୋଡିରୁ ବିଶାଖାପାଟଣା ଯାଉଥିବା ଏପିଏସଆରଟିସି ବସ ପଟ୍ଟାଙ୍ଗୀ ନିକଟସ୍ଥ ମାଲିପୁଟରେ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏପିଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ , 10 ଯାତ୍ରୀ ଆହତ

ରାସ୍ତା କଡ ଏକ ଗଛରେ ପିଟି ହୋଇଛି ବସ । ଏ ଦୁର୍ଘଟଣାରେ ବସର କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ଦଶ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି ବ୍ରେକ ଫେଲ ହେବା ଯୋଗୁଁ ଭାରସାମ୍ୟ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏପିଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ , 10 ଯାତ୍ରୀ ଆହତ

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details