ଓଡିଶା

odisha

ETV Bharat / state

କୋଟିଆ ଅଞ୍ଚଳରେ ପ୍ରକଳ୍ପ ନେଇ ଆନ୍ଧ୍ରର ଆଖି, ସର୍ବେକ୍ଷଣ କଲେ ବୈଷୟିକ କମିଟି - kotia issue

କୋରାପୁଟର କୋଟିଆ ଅଞ୍ଚଳରେ ପ୍ରକଳ୍ପ ନେଇ ଆନ୍ଧ୍ର ଆଖି ପକାଇଥିବା ଅନୁମାନ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁଧ୍ୟାନ କଲେ ବୈଷୟିକ କମିଟି । ଅଧିକ ପଢନ୍ତୁ

କୋଟିଆ ଅଞ୍ଚଳରେ ପ୍ରକଳ୍ପ ନେଇ ଆନ୍ଧ୍ରର ଆଖି, ସର୍ବେକ୍ଷଣ କଲେ ବୈଷୟିକ କମିଟି
କୋଟିଆ ଅଞ୍ଚଳରେ ପ୍ରକଳ୍ପ ନେଇ ଆନ୍ଧ୍ରର ଆଖି, ସର୍ବେକ୍ଷଣ କଲେ ବୈଷୟିକ କମିଟି

By

Published : Dec 2, 2021, 6:57 AM IST

କୋରାପୁଟ:ଆଜି କୋଟିଆର ବିଭିନ୍ନ ଗ୍ରାମକୁ ବିଜୟନଗରସ୍ଥିତ New and Renewable Energy Development Corporation NREDCର ମ୍ୟାନେଜରଙ୍କ ସହିତ ଦିଲ୍ଲୀସ୍ଥିତ NTPCର ବିଶେଷଜ୍ଞ ଟିମ ଗସ୍ତ କରି ଏହି ଅଞ୍ଚଳରେ କ୍ଷୁଦ୍ର ଜଳ ବିଦ୍ୟୁତ ଯୋଜନାର ସମ୍ଭାବନାକୁ ସର୍ବେକ୍ଷଣ କରିଥିବା ଜଣାପଡିଛି ।

କୋଟିଆ ଅଞ୍ଚଳରେ ପ୍ରକଳ୍ପ ନେଇ ଆନ୍ଧ୍ରର ଆଖି, ସର୍ବେକ୍ଷଣ କଲେ ବୈଷୟିକ କମିଟି

ମିଳିଥିବା ସୂଚନା ସମ୍ପର୍କରେ ସାଲୁରଠାରେ ଅବସ୍ଥାପିତ ଆନ୍ଧ୍ର ସରକାରଙ୍କ କୋଟିଆ ପୋଲିସ ଷ୍ଟେସନର ଥାନାଧିକାରୀ ନେରେଡିବାଲାସା, ଧୂଳିପଦର ଗ୍ରାମବୁଲି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସମୟରେ ଏହି ଟିମର ଗତିବିଧି ଲକ୍ଷ୍ୟ କରି ଆନ୍ଧ୍ରପ୍ରଦେଶର ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ସୂଚନାପତ୍ରରୁ ଏହି ତଥ୍ୟ ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details