ଓଡିଶା

odisha

By

Published : Dec 30, 2020, 3:55 PM IST

ETV Bharat / state

ଗୁପ୍ତା ପାୱାର ଗେଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଡ୍ୟୁଟି ସମୟର 3ଟି ଅଭିଯୋଗ ଆଣି ଗୁପ୍ତା ପାୱାର ଗେଟ ସମ୍ମୁଖରେ ଧାରଣାରେ ବସିଲେ କାର୍ଯ୍ୟରତ ଶ୍ରମିକ। ଅଧିକ ପଢନ୍ତୁ...

workers-strike-in-front-of-the-gupta-power-gate-in-khordha
ଗୁପ୍ତା ପାୱାର ଗେଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଗୁପ୍ତା ପାୱାରରେ କାର୍ଯ୍ୟରତ ଶ୍ରମିକଙ୍କ ଧାରଣା ଓ ବିକ୍ଷୋଭ। ବେଆଇନ ଛଟେଇ, କାମ କରିବା ସମୟ 8 ଘଣ୍ଟା ବଦଳରେ 12 ଘଣ୍ଟା କରାଇବା ଓ ଏଠାରେ ଶ୍ରମିକମାନଙ୍କୁ ଶୋଷଣ କରାଯାଉଥିବା ଭଳି ଅଭିଯୋଗ ଆଣି ଆଜି(ବୁଧବାର) ଶ୍ରମିକମାନେ ସକାଳୁ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଗୁପ୍ତା ପାୱାର ଗେଟ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ତେବେ ଯଦି ସେମାନଙ୍କର ଏହି ଦାବି ପୂରଣ ନହୁଏ, ସେମାନେ ଆନ୍ଦୋଳନରେ ବସି ରହିବେ ବୋଲି କହିଛନ୍ତି ଆନ୍ଦୋଳନକାରୀମାନେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details