ଓଡିଶା

odisha

ETV Bharat / state

ଚିଲିକାରୁ ତିନି ମୃତପକ୍ଷୀ ଜବତ; ଦୁଇ ଶିକାରୀ ଗିରଫ

ଖୋର୍ଦ୍ଧା ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ନଇରି ନିକଟରେ ଚଢ଼ାଉ କରି ତିନୋଟି ମୃତପକ୍ଷୀଙ୍କୁ ଜବତ କରିବା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ଅଧିକ ପଢନ୍ତୁ..

By

Published : Feb 29, 2020, 11:20 AM IST

ତିନି ମୃତ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ
ତିନି ମୃତ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

ଖୋର୍ଦ୍ଧା: ଚିଲିକାରେ ବୃଦ୍ଧି ପାଉଛି ପକ୍ଷୀ ଶିକାରୀଙ୍କ ସଂଖ୍ୟା । ଶହଶହ ମାଇଲ ଅତିକ୍ରମ କରି ଚିଲିକାକୁ ନିଜ ସୁରକ୍ଷିତ ସ୍ଥାନ ଭାବି ଏହି ବିଦେଶାଗତ ପକ୍ଷୀମାନେ ଆସୁଥିବା ବେଳେ ଏହି ସ୍ଥାନ ଏବେ ସେମାନଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ।

ଖୋର୍ଦ୍ଧା ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ନଇରି ନିକଟରେ ଚଢ଼ାଉ କରି ତିନୋଟି ମୃତପକ୍ଷୀଙ୍କୁ ଜବତ କରିବା ସହ ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀ ହେଲେ ବଉଳାବନ୍ଧ ଗ୍ରାମର ଜିତେନ୍ଦ୍ର ଘଡାଇ ଏବଂ ସୁରେଶ ଘଡାଇ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details