ଓଡିଶା

odisha

By

Published : Jun 3, 2021, 9:13 AM IST

ETV Bharat / state

ବୋଲଗଡ଼ ବ୍ଲକରେ କୋରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ବୋଲଗଡ଼ ବ୍ଳକରେ କୋରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୋରୋନା ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ବୋଲଗଡ଼ ବ୍ଲକରେ କରୋନା ସମୀକ୍ଷା କଲେ ଉପଜିଲ୍ଲାପାଳ
ବୋଲଗଡ଼ ବ୍ଲକରେ କରୋନା ସମୀକ୍ଷା କଲେ ଉପଜିଲ୍ଲାପାଳ

ଖୋର୍ଦ୍ଧା:ବୋଲଗଡ଼ ବ୍ଳକରେ କୋରୋନା ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୁଧବାର ଉପଜିଲ୍ଲାପାଳ ବୋଲଗଡ ବ୍ଳକ କାର୍ଯ୍ୟାଳୟ ପରିସରରେ କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ବ୍ଲକର ସମସ୍ତ ସରପଞ୍ଚ ସମିତି ସଭ୍ୟ ସମେତ ବ୍ଳକ ବିଡ଼ିଓ ତହସିଲଦାର ସହ ଥାନା ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ।

ବୋଲଗଡ଼ ବ୍ଲକରେ କରୋନା ସମୀକ୍ଷା କଲେ ଉପଜିଲ୍ଲାପାଳ

ବୈଠକରେ ବୋଲଗଡ଼ ବ୍ଳକ ଅଞ୍ଚଳରୁ କିପରି ଦ୍ବିତୀୟ କୋରୋନାର ଦ୍ବିତୀୟ ଲହର ସଂକ୍ରମଣକୁ ପ୍ରତିହତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ। ବୈଠକ ଶେଷରେ ଉପଜିଲ୍ଲାପାଳ ବୋଲଗଡ ବଜାର ବୁଲି ଲୋକମାନଙ୍କୁ ସଚେତନତା କରିଥିଲେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details