ଓଡିଶା

odisha

ETV Bharat / state

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଆନ୍ଦୋଳନ

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଆନ୍ଦୋଳନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଅଧିକ ପଢନ୍ତୁ...

Movement against the new labor law in khordha
ନୂତନ ଶ୍ରମ ଆଇନ ବିରୁଦ୍ଧରେ ଆନ୍ଦୋଳନ

By

Published : Feb 3, 2021, 5:27 PM IST

ଖୋର୍ଦ୍ଧା : ନୂତନ ଶ୍ରମ ଆଇନ ଓ କୃଷି ନୀତିକୁ ବିରୋଧ କରି ଆଜି(ବୁଧବାର) ସିଟୁ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ସିଟୁର ଉପଦେଷ୍ଟା ଅନନ୍ତ ମଙ୍ଗରାଜ ଓ ସମ୍ପାଦକ ଶୈଳେଶ ବଳିଆରସିଂଙ୍କ ନେତୃତ୍ବରେ ଅନେକ ସଭ୍ୟ ଦେଶରେ ଲାଗୁ ହୋଇଥିବା ନୂତନ ଶ୍ରମ ନୀତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ନୂତନ ଶ୍ରମ ଆଇନ ବିରୁଦ୍ଧରେ ଆନ୍ଦୋଳନ

ଏହି ଶ୍ରମ ଆଇନ ଦ୍ୱାରା ଶ୍ରମିକଙ୍କ ଚାକିରୀର ନିରାପତ୍ତା ରହିବ ନାହିଁ । ଏହି ଶ୍ରମ ଆଇନ ଗେଜେଟକୁ ସିଟୁ ପକ୍ଷରୁ ଜଳାଇ ପ୍ରତିବାଦ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details