ଓଡିଶା

odisha

ETV Bharat / state

ପୋଷା କୁକୁରକୁ ମିଠା ଦେଇ ଲକ୍ଷାଧିକର ଲୁଟ

aa
ପୋଷା କୁକୁରକୁ ମିଠା ଦେଇ ଲକ୍ଷାଧିକର ଲୁଟ

By

Published : Mar 2, 2020, 12:59 AM IST

Updated : Mar 2, 2020, 5:13 AM IST

00:38 March 02

ରାତିରେ ଘରେ କେହି ନଥିବାବେଳେ ପୋଷା କୁକୁରକୁ ମିଠା ଦେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଛନ୍ତି ଦୂର୍ବୁତ୍ତ । ଅଧିକ ପଢନ୍ତୁ....

ଖୋର୍ଦ୍ଧା:  ଭାଲିଆବାଡି ଉର୍ମିଳା ଷ୍ଟୋର ନିକଟରେ ଥିବା ରମାକାନ୍ତ ଷଡ଼ଙ୍ଗୀଙ୍କ ଘରୁ ଲୁଟ ।  ରାତିରେ ଘରେ କେହି ନଥିବାବେଳେ ପୋଷା କୁକୁରକୁ ମିଠା ଦେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଛନ୍ତି ଦୂର୍ବୁତ୍ତ ।  

ସୂଚନା ଅନୁଯାୟୀ ରମାକାନ୍ତଙ୍କ ପରିବାର ଆଜି ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଏବଂ ଘରେ ପୋଷା କୁକୁରକୁ ଜଗେଇଥିଲେ । କିନ୍ତୁ ଦୁର୍ବୃତ୍ତମାନେ ଅଭିନବ ଉପାୟରେ ଘର ଜଗିଥିବା କୁକୁରକୁ ମିଠା ଦେଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 2, 2020, 5:13 AM IST

ABOUT THE AUTHOR

...view details