ଖୋର୍ଦ୍ଧା: ଜିଲ୍ଲା ବାଘମାରୀ ଥାନା ଦିନିଆରି ଗାଁରେ ବୋମାମାଡ ପରେ ଲୁଟ । ୧୦ ଜଣ ଦୁର୍ବୃତ୍ତ ଗାଁର ପଶି ବୋମାମାଡ କରି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲା ବାଘମାରି ଥାନା ଅନ୍ତର୍ଗତ ଦିନିଆରୀ ଗାଁରେ ବୁଧବାର ବିଳମ୍ବିତ ରାତିରେ 10ରୁ 12 ଜଣ ଦୁର୍ବୃତ୍ତ ଯୋଗିନାଥ ମହାରଣାଙ୍କ ଘରେ ପଶି ବୋମାମାଡ଼ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ କରିଛନ୍ତି ।
ବୋମାମାଡ଼ ପରେ ଲକ୍ଷାଧିକ ଟଙ୍କା ଲୁଟ - loot in khurda district,
ବୋମାମାଡ଼ ପରେ ଲୁଟ । ଥାନାରେ ମାମଲା , ପୋଲିସର ତଦନ୍ତ ଜାରି। ଅଧିକ ପଢନ୍ତୁ...
ବୋମାମାଡ଼ ପରେ ଲୁଟ
ଏହି ଘଟଣାରେ ଯୋଗିନାଥ ଆହତ ମଧ୍ୟ ହୋଇଛନ୍ତି । ଘଟଣା ସମ୍ପର୍କରେ ବାଘମାରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ