ଓଡିଶା

odisha

ETV Bharat / state

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ - finance company

କୁମାରଙ୍ଗ ରୋଡ଼ ବଡ଼ଶଙ୍ଖଠାରେ ଫାଇନାନ୍ସ କର୍ମଚାରୀଙ୍କଠାରୁ 1 ଲକ୍ଷ 82 ହଜାର ଟଙ୍କା ଲୁଟ । ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Jul 7, 2019, 2:40 PM IST

ଖୋର୍ଦ୍ଧା: ସ୍ପଷ୍ଟ ଦିବାଲୋକରେ ହେଲା ଲୁଟ । ତାହା ପୁଣି ଲକ୍ଷାଧିକ ଟଙ୍କା । ଏଭିଳି ଘଟଣା ଘଟିଛି ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ରୋଡ଼ ବଡ଼ଶଙ୍ଖଠାରେ ।

ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଟଙ୍କା କଲେକ୍ସନ କରି ବାଲୁଗାଁ ଫେରୁଥିବାବେଳେ କୁମାରଙ୍ଗ ବଡ଼ଶଙ୍ଖ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର ଦେଖାଇ ପାଖରେ ଥିବା 1 ଲକ୍ଷ 82 ହଜାର ଟଙ୍କା ସହ ତାଙ୍କ ଗାଡିକୁ ଲୁଟି ନେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଲୁଟ ପରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଜଣକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details