ଓଡିଶା

odisha

ETV Bharat / state

ଲକଡାଉନରେ ବଢୁଛି ଦେଶୀ ମଦ କାରବାର: ପୋଲିସର ଚଢାଉ

ଲକଡାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆମାନେ । ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲା ବେଗୁନିଆ ପୋଲିସ । ପୋଲିସ ସେଠାରୁ ପ୍ରାୟ 2ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି ।

ଲକଡାଉନରେ ଜମୁଛି ଦେଶୀ ମଦ କାରବାର : ପୋଲିସର ଚଢାଉ
ଲକଡାଉନରେ ଜମୁଛି ଦେଶୀ ମଦ କାରବାର : ପୋଲିସର ଚଢାଉ

By

Published : May 15, 2020, 2:09 PM IST

ଖୋର୍ଦ୍ଧା: କୋରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମାଲେମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆମାନେ ।

ଲଲକଡାଉନରେ ଜମୁଛି ଦେଶୀ ମଦ କାରବାର : ପୋଲିସର ଚଢାଉକଡାଉନରେ ଜମୁଛି ଦେଶୀ ମଦ କାରବାର : ପୋଲିସର ଚଢାଉ

ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡ଼ାଳିଆ ଗ୍ରାମ ଆଦିବାସୀ ସାହି ନିକଟରେ ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ମଦ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରୁ ପ୍ରାୟ 2ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ମାଫିଆମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଲକଡାଉନରେ ଜମୁଛି ଦେଶୀ ମଦ କାରବାର: ପୋଲିସର ଚଢାଉ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details