ଖୋର୍ଦ୍ଧା:ରାଜ୍ୟରେ ସଂକ୍ରମଣ ହାର ଖସୁଥିଲେ ମଧ୍ୟ ଖୋର୍ଦ୍ଧାରେ କୋରୋନା ଗ୍ରାଫ ଉପରମୁଁହା ରହିଛି । ପ୍ରତିଦିନ ସଂକ୍ରମଣ ତିନି ଅଙ୍କ ଛୁଇଁଥିବା ନଜରକୁ ଆସୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି ପ୍ରଶାସନ ।
ସେହିପରି ଶୁକ୍ରବାର ଜିଲ୍ଲା ଉପଖଣ୍ଡର ଖୋର୍ଦ୍ଧା, ଟାଙ୍ଗି,ବୋଲଗଡ଼,ବେଗୁନିଆ, ବାଣପୁର ଓ ବେଗୁନିଆ ଅଞ୍ଚଳରେ ଟିକାକରଣକୁ ବ୍ୟାପକ କରାଯାଉଛି । ଶୁକ୍ରବାର ଉପଖଣ୍ଡରରେ ଦ୍ବିତୀୟ ଡୋଜ 3ହଜାର 2ସହ ଟୀକାକରଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।