ଓଡିଶା

odisha

ETV Bharat / state

ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲେ 2 ବଳଦ

ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା 3 ବଖରା ଓ 2 ବଳଦ । ଖବର ପାଇ ବୋଲଗଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

By

Published : May 22, 2020, 2:23 PM IST

Updated : May 22, 2020, 6:52 PM IST

ଖୋର୍ଦ୍ଧା ଅଗ୍ନିକାଣ୍ଡ ଘଟଣା
fire broke out in khurdha

ଖୋର୍ଦ୍ଧା: ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ଓ ୨ ବଳଦ । ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ସହ ଦୁଇଟି ବଳଦ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ସାଗରଗାଁ ପଞ୍ଚାୟତ ନୂଆସାହିରେ ବିଦ୍ୟୁତ ସଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ଖୋର୍ଦ୍ଧା ଅଗ୍ନିକାଣ୍ଡ ଘଟଣା

ସୂଚନା ମୁତାବକ ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ସଟସର୍କିଟ ଯୋଗୁଁ ଲାଗି ଯାଇଥିଲା । ଖବର ପାଇ ବୋଲଗଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ ସଟସର୍କିଟ ଅଗ୍ନିକାଣ୍ଡ ଘଟିଥିଲା ବୋଲି ଦମକଳ ବାହିନୀ କହିଥିଲା। ନିଆଁ ଲାଗି ଦାଶରଥୀଙ୍କ ବହୁ କ୍ଷୟକ୍ଷତି ହୋଇଥିବା ଜଣାଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Last Updated : May 22, 2020, 6:52 PM IST

ABOUT THE AUTHOR

...view details