ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଚାଷୀ ମୃତ

ବିଦ୍ୟୁତ ଆଘାତରେ ପଣସପୁର ଗ୍ରାମର ଚାଷୀ ପଞ୍ଚୁ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଞ୍ଚୁଙ୍କୁ ମୃତ ଘୋଷଣା କରିଛନ୍ତି ।

By

Published : Jun 20, 2019, 5:58 PM IST

Updated : Jun 20, 2019, 6:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଇଲେକ୍ଟ୍ରି କରେଣ୍ଟ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଖବର ସମ୍ନାକୁ ଆସିଛି । ମୃତ ଚାଷୀ ଜଣକ ଟାଙ୍ଗି ଥାନା ଅନ୍ତର୍ଗତ ପଣସପୁର ଗ୍ରାମର ପଞ୍ଚୁ ପ୍ରଧାନ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପଞ୍ଚୁ ନିଜ ଚାଷ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ପଞ୍ଚୁଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ

Last Updated : Jun 20, 2019, 6:57 PM IST

ABOUT THE AUTHOR

...view details