ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ଜନବସତିମୁଁହା ହାତୀ ପଲ

କ୍ଷୟ ହେଉଛି ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେଉଛି କୃତିମ କଂକ୍ରିଟ ଜଙ୍ଗଲ । ଆଉ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ଜଙ୍ଗଲ କ୍ଷୟ ଓ କଂକ୍ରିଟ ଜଙ୍ଗଲ ସୃଷ୍ଟି ତାଙ୍କୁ ବାଧ୍ୟ କରୁଛି ଜନବସତି ମୁହାଁ ହେବା ପାଇଁ । ଅଧିକ ପଢନ୍ତୁ...

By

Published : Oct 7, 2020, 10:46 PM IST

elephant enter towards the village
ଜନବସତି ମୁଁହା ହାତୀ ପଲ

ଖୋର୍ଦ୍ଧା: କ୍ଷୟ ହେଉଛି ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହେଉଛି କୃତିମ କଂକ୍ରିଟ ଜଙ୍ଗଲ । ଆଉ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲି ଜନ୍ତୁ । ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ଜଙ୍ଗଲ କ୍ଷୟ ଓ କଂକ୍ରିଟ ଜଙ୍ଗଲ ସୃଷ୍ଟି ତାଙ୍କୁ ବାଧ୍ୟ କରୁଛି ଜନବସତି ମୁହାଁ ହେବା ପାଇଁ ।

ଜନବସତି ମୁଁହା ହାତୀ ପଲ

ସେହିପରି ବୁଧବାର ୨୮ ଟି ହାତୀଙ୍କ ପଲ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗୋଡା ଓ କାଇପଦର ଜଙ୍ଗଲରେ ପସି ଚାଷୀଙ୍କ ବ୍ୟାପକ ଧାନଫସଲ କ୍ଷତି କରିବା ସହ ଜନବସତି ଆଡକୁ ମୁହାଁଇଥିଲେ । ଫଳରେ ଗ୍ରାମବାସୀମାନେ ହାତୀପଲକୁ ଘୋଡାଇ ନିକଟସ୍ଥ ଜଙ୍ଗଲରେ ଛାଡିବା ସହ ବନବିଭାଗକୁ ଖବର ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details