ଓଡିଶା

odisha

ETV Bharat / state

ମନ୍ଦିର ଦାନବାକ୍ସ ତାଡିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଂଳେଇ ମନ୍ଦିରରୁ ଦାନବାକ୍ସ ଚୋରିକରିନେଲେ ଦୁର୍ବୃତ୍ତ । ମନ୍ଦିର ଭିତରୁ ମାଁଙ୍କ ଗହଣା,ଘଣ୍ଟ, ଘଣ୍ଟା ,ବସ୍ତ୍ର ଲୁଟି ନେଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Sep 28, 2021, 1:13 PM IST

ଅଂଳେଇ ମନ୍ଦିରରୁ ଦାନବାକ୍ସ ଚୋରି କରିନେଲେ ଦୁର୍ବୁତ୍ତଅଂଳେଇ ମନ୍ଦିରରୁ ଦାନବାକ୍ସ ଚୋରି କରିନେଲେ ଦୁର୍ବୁତ୍ତ
ଅଂଳେଇ ମନ୍ଦିରରୁ ଦାନବାକ୍ସ ଚୋରି କରିନେଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ବୃଦ୍ଧି ପାଇବାରେ ଲାଗିଛି ଲୁଟପାଟ । ଗତକାଲି ବିଳମ୍ବିତ ରାତିରେ ଆଦର୍ଶ ଥାନା ଅନ୍ତର୍ଗତ ଉଇଲକିଶନ ନଗରରେ ଥିବା ଅଂଳେଇ ମନ୍ଦିରରୁ ଦୁର୍ବୁତ୍ତ ମାନେ ପଶି ଠାକୁରାଣୀଙ୍କ ଦାନବାକ୍ସ ତାଡି ନେଇଛନ୍ତି । ଏଥି ସହ ମନ୍ଦିର ଭିତରୁ ମାଁଙ୍କ ଗହଣା,ଘଣ୍ଟ, ଘଣ୍ଟା ,ବସ୍ତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଅଂଳେଇ ମନ୍ଦିରରୁ ଦାନବାକ୍ସ ଚୋରି କରିନେଲେ ଦୁର୍ବୁତ୍ତ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦାନବାକ୍ସରେ ଗତ ଦୁଇବର୍ଷ ଭକ୍ତ ମାନଙ୍କ ଦାନ ଥିବା ପୂଜକ ଓ ଗ୍ରାମବାସୀ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details