ଓଡିଶା

odisha

ETV Bharat / state

ଚିଲିକାରେ ବୁଡିଲା ମାଛଧରା ଡଙ୍ଗା

ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା । ମାଛ ଧରି ଫେରିବା ବେଳେ ବୁଡିଗଲା ଡଙ୍ଗା । ଅଧିକ ପଢନ୍ତୁ

By

Published : Jun 18, 2022, 7:35 PM IST

ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା
ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା

ଖୋର୍ଦ୍ଧା: ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା । ମାଛ ଧରି ଫେରିବା ବେଳେ ବୁଡିଗଲା ଡଙ୍ଗା । ଭାସିଗଲା ଜାଲ, କିଳା, ମାଛ ଓ ମେସିନ । କାଳୁପଡା ଏବଂ ଶୋରଣ ନିକଟ ଚିଲିକା ମଝିରେ ଘଟିଛି ଅଘଟଣ । ବୁଡିଯାଇଥିବା ଡଙ୍ଗା ବରଡି ଅଞ୍ଚଳର ବୋଲି ଜଣାପଡ଼ିଛି । ଡଙ୍ଗାରେ ରହିଥିଲେ ୨ ଜଣ ମତ୍ସ୍ୟଜୀବୀ, ବୁଡି ଯାଉଥିବା ବେଳେ ଚିତ୍କାର କରିଥିଲେ ୨ ଜଣ ମତ୍ସ୍ୟଜୀବୀ । ନିକଟରେ ମାଛ ମାରୁଥିବା ଅନ୍ୟ ମତ୍ସ୍ୟଜୀବୀ ପହଞ୍ଚି ଉଦ୍ଧାର କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details