ଓଡିଶା

odisha

ETV Bharat / state

ବିକାଶ ପଥରେ ଯେ ସାମିଲ ହେଉଛି ତାକୁ ବିଜେପି ସହଯୋଗ କରିବ: ଗୋଲକ ମହାପାତ୍ର - bjp-

ରାଜ୍ୟସଭାରେ ବିଜେପିକୁ ବିଜେଡିର ସମର୍ଥନ ପଛରେ ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ବାର୍ଥ ଅଛି ବୋଲି ରାଜ୍ୟ ବିଜେପି ପ୍ରକାଶ କରିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 22, 2019, 9:55 PM IST

ଭୁବନେଶ୍ବର: ରାଜ୍ୟସଭାରେ ବିଜେପିକୁ ବିଜେଡିର ସମର୍ଥନ ପଛରେ ରାଜନୈତିକ ଉଦ୍ଦେଶ୍ୟ ନୁହେଁ ବରଂ ରାଜ୍ୟବାସୀଙ୍କ ସ୍ବାର୍ଥ ଅଛି ବୋଲି ରାଜ୍ୟ ବିଜେପି ପ୍ରକାଶ କରିଛି ।

ଓଡ଼ିଶାର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରସ୍ତୁତ । ଓଡ଼ିଶାର ଜନସାଧାରଣ ବିଜେପିକୁ ବିରୋଧୀ ଦଳରେ ବସେଇଛନ୍ତି । ଓଡ଼ିଆ ଜାତିକୁ ଆଗକୁ ନେବା ବିଜେପିର ଏକ ମାତ୍ର ଏଜେଣ୍ଡା । ବିକାଶ ପଥରେ ଯେ ସାମିଲ ହେଉଛି ତାକୁ ବିଜେପି ସହଯୋଗ କରିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଦି ସରକାର ସବୁବେଳେ ଚାହାନ୍ତି ଓଡ଼ିଶାରେ ସବୁ ପ୍ରକଳ୍ପରେ ରାଜ୍ୟ ସରକାର ସହଯୋଗ କରନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details