ଖୋର୍ଦ୍ଧା: ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର । ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ତାରେଶ୍ବର ଦେବଙ୍କ ପୀଠ ନିକଟରେ ଥିବା ଏକ ଗଛ କୋରଡରେ । ସ୍ଥାନୀୟ ଲୋକମାନେ ଏହାକୁ ଗରୁଡ଼ ପକ୍ଷୀ ବୋଲି କହୁଛନ୍ତି । ହିନ୍ଦୁ ଧର୍ମରେ ଏହି ପକ୍ଷୀ ପ୍ରତି ଲୋକଙ୍କର ଶ୍ରଦ୍ଧା, ଆସ୍ଥା ଓ ଭକ୍ତି ରହିଛି ।
ତାରେଶ୍ୱର ଦେବଙ୍କ ପୀଠରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର - big bird rescue
ଖୋର୍ଦ୍ଧା ଜିଲ୍ଲା ତାରେଶ୍ବର ଦେବଙ୍କ ପୀଠ ନିକଟରେ ଏକ ଗଛ କୋରଡରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର । ଏହି ପକ୍ଷୀ ଆରାଧ୍ୟ ଦେବତା ବିଷ୍ଣୁଙ୍କ ବାହାନ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି ।
ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର
ଏହି ପକ୍ଷୀ ଆରାଧ୍ୟ ଦେବତା ବିଷ୍ଣୁଙ୍କର ବାହାନ ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି । ଏହି ଘଟଣା ପ୍ରଘଟ ହେବା ପରେ ବିରଳ ଗରୁଡ଼ ପକ୍ଷୀକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ