ଖୋର୍ଦ୍ଧା: ପ୍ରତିଦିନ ବଢୁଛି ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର । ଯାହାର ସିଧାସଳଖ ପ୍ରଭାବ ପଡୁଛି ଗରିବ ଖଟିଖିଆଙ୍କ ଉପରେ । କୋରୋନା ପାଇଁ ଗରିବ ଓ ମଧ୍ୟବିତ୍ତମାନଙ୍କ ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି ।
ତୈଳ ଦର ବୃଦ୍ଧି ପ୍ରତିବାଦରେ ଜଳଯୋଗ - young man protest in khordha
ଜଳଯୋଗ ମାଧ୍ୟମରେ ନିଆରା ପ୍ରତିବାଦ । ଜଳଯୋଗ ମାଧ୍ୟମରେ ପାଣିରେ ଭାସି ଛାତି ଉପରେ ପେଟ୍ରୋଲ ରଖି ନିଆରା ନିଆରା ପ୍ରତିବାଦ କଲେ ଯୁବକ । ଅଧିକ ପଢନ୍ତୁ...
ଜଳଯୋଗ ମାଧ୍ୟମରେ ନିଆରା ପ୍ରତିବାଦ
ଏହାକୁ ନେଇ ବାଘମାରିର ଜଣେ ଯୁବକ ଗଭୀର ଜଳରେ ଏକଘଣ୍ଟା କାଳ ଜଳଯୋଗ ମାଧ୍ୟମରେ ପାଣିରେ ଭାସି ଛାତି ଉପରେ ପେଟ୍ରୋଲ ରଖି ନିଆରା ନିଆରା ପ୍ରତିବାଦ ଜଣାଇଛନ୍ତି । ଏବଂ ତୁରନ୍ତ ତୈଳ,ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ସରକାର ନିୟନ୍ତ୍ରଣ କରବା ପାଇଁ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ତା, ଇଟିଭି ଭାରତ