ଖୋର୍ଦ୍ଧା: ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ହିତ ପାଇଁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ ।
ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା - କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା
ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ହିତ ପାଇଁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା ଜାରି କରିଛନ୍ତି ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...
ଖୋର୍ଦ୍ଧା ଉପଖଣ୍ଡର ସମସ୍ତ କ୍ବାରେଣ୍ଟାଇନ ସେଣ୍ଟରରେ 144 ଧାରା
ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ବାରେଣ୍ଟାଇନ ସେଣ୍ଟର ବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ନିୟୋଜିତ କର୍ମଚାରୀ ଏବଂ ଅଧିକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ସେଣ୍ଟର ଭିତରେ ଅତିକମରେ 2ମିଟର ଦୂରତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏହି ନିର୍ଦ୍ଦେଶକୁ ତଦାରଖ କରିବା ପାଇଁ ସମସ୍ତ ଥାନା ଅଧିକାରୀ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କୁ କୁହାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ